Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଝିଅ ବି କିଛି କମ୍ ନୁହଁନ୍ତି, ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଓଡିଆ ଝିଅ ମଧୁସ୍ମିତା ପଟ୍ଟନାୟକ ।

 


24/01/2021



Editor by/- Srinibash Rout

ପ୍ରଥମ ଓଡିଆ ମହିଳା ପାଇଲଟ କମାଣ୍ଡର ଭାବେ ସେ ବିମାନ ଚଳାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।


କରୋନା ମହାମାରୀ ସମୟରେ ବନ୍ଦେ ଭାରତ ମିଶନରେ ଜଣେ ଯୋଦ୍ଧା ସାଜି ସେ ଦୁବାଇରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ । ସାରଜାରୁ ଏୟାର ଆରବିଆ ବିମାନରେ ୨୧୬ଜଣ ଓଡିଆଙ୍କୁ ନେଇ ୧୪ଜୁନ ୨୦୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲେ । ତାଙ୍କର ଏହି ସାହାସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜାତୀୟ କନ୍ୟା ସନ୍ତାନ ଦିବସରେ ମଧୁସ୍ମିତା ସବୁ ଓଡିଆ ଝିଅଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ ।


WWW.SOCIALNEWSODIA.INFO

Post a Comment

0 Comments