Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ🎓 ୧୧୦୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ବସ୍ ଷ୍ଟାଣ୍ଡର କଲେ ଶୁଭାରମ୍ଭ ଓ ସମୀକ୍ଷା ।

 








23/01/2021


କଟକ📍

Chief Reporte & Editor/- Srinibash Rout

୧୨୫ତମ ନେତାଜୀ ନେତାଜୀ ସୁଭାଷ ବୋଷଙ୍କ ଅବସରରେ କଟକ ସ୍ଥିତ ଖାନନଗରରେ ହାଇଟେକ ବସ୍‌ଷ୍ଟାଣ୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜାନକୀନାଥ ଭବନ ଯାଇ ନେତାଜୀଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଲେ । ୬୫କୋଟି ଟଙ୍କାର ଏହି ବସ୍‌ ଟର୍ମିନାଲ ନିର୍ମାଣ ହେବ । ୧୨ଏକର ଜମିରେଏହି ଟର୍ମିନାଲ ନିର୍ମାଣ କରାଯିବ । ପ୍ରାୟ ୧୮୦ରୁ ଅଧିକ ବସ୍‌ ସେହି ଷ୍ଟାଣ୍ଡରେ ରହିବାର ବ୍ୟବସ୍ଥା ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ମଧ୍ୟ ଖାନନଗର ସଭା ମଞ୍ଚରେ ଉପସ୍ଥିତ ଥିଲେ।


WWW.SOCIALNEWSODIA.INFO

Post a Comment

0 Comments