Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ଲାଷ୍ଟିକ ଜାତୀୟ ପତାକା ବା ତ୍ରିରଙ୍ଗା ବ୍ୟବହାର ହେବନାହିଁ January 26; କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ।

 


23/01/2021


Editor by/- Srinibash Rout

ପରିବେଶ ପ୍ରଦୂଷଣ କାରଣରୁ ସାରା ଦେଶରେ ପ୍ଲାଷ୍ଟିକ ପଲିଥିନ ବ୍ୟାନ କରାଯାଉଥିବା ବେଳେ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ଲାଷ୍ଟିକ ଜାତୀୟ ପତାକାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରାଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ କେବଳ କାଗଜ ଏବଂ କପଡାର ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରାଯାଇଛି ।

 

ଏଥିପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଚିଠି ମାଧ୍ୟମରେ ଜଣାଯାଇଛି । ଜାତୀୟ ପତାକାର ସମ୍ମାନ କୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।


WWW.SOCIALNEWSODIA.INFO

Post a Comment

0 Comments