11.10.2022

£Ditor- Madhabananda swain 

ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ମାଣପଡା ଗ୍ରାମର ଜଣେ ୫୦ବର୍ଷୀୟ ବ୍ୟକ୍ତି  ଜରିମୂଳର ବ୍ୟାଙ୍କ ଅଫ ବରୋଦା ନିକଟର  ରାସ୍ତାରେ ପଡି ଗୁରୁତ୍ତର ଆହତ ହୋଇଛନ୍ତି ତାଙ୍କ କାନ ପାଖରୁ ଅଧିକ ରକ୍ତସ୍ରାବ ହୋଇଥିଲା ସେଠାକାର ଲୋକମାନେ ତାଙ୍କୁ  ଆମ୍ବୁଲାନ୍ସ ଯୋଗେ ରାଜନଗର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି