Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ; ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ୍ ବୈଠକ ।
ବିରଳ ଶିଶୁକନ୍ୟା ଜନ୍ମ; ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ସହିତ ୪ଟି କାନ ମଧ୍ୟ ରହିଛି ।
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୪୦୩ ଆକ୍ରାନ୍ତ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ।
କୁଖ୍ୟାତ ଗ୍ୟାଙ୍ଗଷ୍ଟର 'ହାଇଦର' ଫେରାର; ପୁଲିସ କବଳରୁ ଖସି ପଳାଇଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର ।
S.C.B ମେଡିକାଲ ନର୍ସିଂ କଲେଜ ବନ୍ଦ ନେଇ ନିଷ୍ପତ୍ତି; ୫ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ,ଭୟାଙ୍କର ରୂପ ନେଉଛି ମହାମାରୀ ବଢୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା।