Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 ଶିକ୍ଷକ ଥାନାରେ ଅଟକ; ୧୦ ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗ ।
କୁଖ୍ୟାତ ଗ୍ୟାଙ୍ଗଷ୍ଟର 'ହାଇଦର' ଫେରାର ଘଟଣା ଉପରୁ ଏପର୍ଯ୍ୟନ୍ତ ପରଦା ହଟିନଥିବା ବେଳେ ;ହାଇଦରର ସହଯୋଗୀ 'ସଲ୍ଲୁ ଓରଫ ୟାକୁବ' POLICE ନିକଟରେ ଆତ୍ମସମର୍ପଣ କରିଛି ।
କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ; ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ୍ ବୈଠକ ।
ବିରଳ ଶିଶୁକନ୍ୟା ଜନ୍ମ; ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ସହିତ ୪ଟି କାନ ମଧ୍ୟ ରହିଛି ।
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୪୦୩ ଆକ୍ରାନ୍ତ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ।