Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଦିଲ୍ଲୀ ହାଇକୋର୍ଟ ହେଲେ କଠୋର; ଅକ୍ସିଜେନ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ତାହା ଜଣାଇବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।
୧୯୫୭ ଅଗଷ୍ଟ ୨୭ରେ ଜନ୍ମଗ୍ରହଣ କରିଥିବା 'ଜଷ୍ଟିସ୍ ଏନ. ଭି. ରମଣା' ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି; ରାଷ୍ଟ୍ରପତି 'ରାମନାଥ କୋବିନ୍ଦ' ଶପଥ ଗ୍ରହଣ କରାଇଛନ୍ତି ।
ପୂର୍ବତନ ଲୋକସଭା ବାଚସ୍ପତି 'ସୁମିତ୍ରା ମହାଜନ' ଶେଷ ନିଃଶ୍ୱାସ ତ୍ୟାଗ କଲେ; ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲୋକସଭାରେ ବାଚସ୍ପତି ଭାବେ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି 'ସୁମିତ୍ରା ମହାଜନ' ।
ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ଏ.ଆଇ.ସି.ସି ପକ୍ଷରୁ ଅନୁମୋଦନ ।
ଅକ୍ସିଜେନ୍ ଟ୍ୟାଙ୍କର ପଠାଇଲା ଓଡ଼ିଶା; ଏକ ଶିଳ୍ପ ସଂସ୍ଥାରୁ ୨ଟି ଟ୍ୟାଙ୍କରକୁ ପୋଲିସ୍ ଏସ୍କର୍ଟରେ ପଠାଯାଇଛି ।