Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଘରେ ପରିବାର ସହ ଥିଲେ ବି ମାସ୍କ ପିନ୍ଧନ୍ତୁ; କରୋନା କାଳରେ ଲୋକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଭି.କେ ପଲ ।
ସ୍ବାମୀ ମୁହଁରେ ମୁହଁ ଦେଇ ପବନ ଦେଲା ସ୍ତ୍ରୀ/ତଥାପି ସ୍ବାମୀକୁ ବଞ୍ଚେଇ ପାରିଲାନି; ଇଏ ହେଉଛି କରୋନା ଭାଇରସ ମହାମାରୀର ବରାଳ ରୂପ ( ହୃଦୟ ବିକାରକ ଦୃଶ୍ୟ )
ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ (୧୭ ଖଣ୍ଡ ଅସନ ଓ ଧଉରା କାଠ ) ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନେ Covid-19 ନିୟମ କଡ଼ାକଡ଼ି ଭାବେ ପାଳନ କରିବେ ପ୍ରଶାସନ ।
୧୮ରୁ ୪୫ ନାଗରିକଙ୍କୁ ମାଗଣା Covid-19 ଟିକା
ମୁକୁନ୍ଦପୁର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; 'ଓମ ସାଇ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ୧୦ ଆହତ ୭ ଗୁରୁତର ।