Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଖରାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କାନକୁଟରୁ ଖରସେଲ ପଡା ବାସୀ ।
ଶିଶୁଭବନ ପରିସରରେ ଦଲାଲ୍ କରୁଥିଲେ ରାଜ୍; ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଟିମ୍ ଚଢ଼ାଉ କରି ଗିରଫ କଲା ଦଲାଲ୍ ମାନଙ୍କୁ  ।
ହୋଟେଲ ରୁମରେ ଚାଲିଥିଲା ଅନଲାଇନ୍ ଜୁଆ ଆଡ୍ଡା; କମିଶନରେଟ୍ ପୋଲିସର ଏକ ଟିମ୍ ଚଢ଼ାଉ କରି କୋଟିଏ ଟଙ୍କା ଜବତ୍ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।
ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୨ ନକ୍ସଲ ।
 ୭ ଦିନ ପାଇଁ କୋର୍ଟ କମ୍ପେ୍ଲକ୍ସ ସିଲ୍; ଜୁଡିସିଆଲ୍‌ କପ୍ଲେକ୍ସରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ।