Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପରଲୋକରେ ସୋଲି ସୋରାବଜୀ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌; ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛନ୍ତି ।
 ୪୦ ହଜାର ଟଙ୍କା ଲାଞ୍ଚ ଧରାପଡିଲେ ଭିଜିଲାନ୍ସ ହାତରେ; ତହସିଲଦାର 'ଚକ୍ରଧର ପାଢୀ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ।
ଖରାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କାନକୁଟରୁ ଖରସେଲ ପଡା ବାସୀ ।
ଶିଶୁଭବନ ପରିସରରେ ଦଲାଲ୍ କରୁଥିଲେ ରାଜ୍; ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଟିମ୍ ଚଢ଼ାଉ କରି ଗିରଫ କଲା ଦଲାଲ୍ ମାନଙ୍କୁ  ।
ହୋଟେଲ ରୁମରେ ଚାଲିଥିଲା ଅନଲାଇନ୍ ଜୁଆ ଆଡ୍ଡା; କମିଶନରେଟ୍ ପୋଲିସର ଏକ ଟିମ୍ ଚଢ଼ାଉ କରି କୋଟିଏ ଟଙ୍କା ଜବତ୍ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।