Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଦ୍ବିତୀୟ ଲହରରେ କୋରୋନା ମାରାତ୍ମକ ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ ଲଢିବାକୁ ପଡିବ  ନିୟମ କଟକଣାକୁ ଲୋକ ମାନୁ ନାହାଁନ୍ତି ବୋଲି ଅଧିକ ସଂକ୍ରମଣ ବଢୁଛି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର
ଦିନ ୨ଟା ପରେ ସହର ହେବ ଜନ ଶୁନ୍ୟ; ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି ଅପରାହ୍ନ ୨ଟା ପରେ ବନ୍ଦ୍ ରହିବ ସୁଚନା ଦେଲେ C.M.C କମିଶନର ( Ananya Das )
ରାସ୍ତାରେ ଏନ୍‌କାଉଣ୍ଟର; ଜଣାଶୁଣା ମୋଷ୍ଟ ୱାଣ୍ଟେଡ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ସହଯୋଗୀ ଶେଖ ବାବୁକୁ କମିଶନରେଟ୍ ପୋଲସର ସ୍ପେଶାଲ ସ୍କ୍ୱାଡ଼ ଏନକାଉଣ୍ଟର କରିଛି।
ପରଲୋକରେ ସୋଲି ସୋରାବଜୀ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌; ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛନ୍ତି ।
 ୪୦ ହଜାର ଟଙ୍କା ଲାଞ୍ଚ ଧରାପଡିଲେ ଭିଜିଲାନ୍ସ ହାତରେ; ତହସିଲଦାର 'ଚକ୍ରଧର ପାଢୀ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ।