Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 ଟି. ରବି ଶଙ୍କର ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର; ବିଜ୍ଞପ୍ତି ଅନୁଯାୟୀ ଟି. ରବି ଶଙ୍କରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବରେ ମନୋନୀତ ।
 ୧୪ ଦିନିଆ ଲକ୍‌ଡାଉନ୍‌; ଜାଣନ୍ତୁ ଲକ୍‌ଡାଉନ୍‌ରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ?
ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଘୋଷଣା; ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।
 ୫ କେଜି ଚାଉଳ ମାଗଣାରେ ୨ମାସ; ରାଜ୍ୟରେ ବେକାବୁ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ' ମାସରୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୁଣି କରୋନା ଆଣିଲା ଦୁଃଖ; ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ଗଣମାଧ୍ୟମ Aaj Takରେ କାର୍ଯ୍ୟରତ ଥିବା ଲୋକପ୍ରିୟ T.V ଉପସ୍ଥାପକ ରୋହିତ ସରଦାନା ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ଆଖି ବୁଜିଛନ୍ତି ।