Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ଦିଆଯିବ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ଦିଆଯିବ ।
5G ଟେକ୍ନୋଲୋଜି; ଭାରତରେ 5G ପରିକ୍ଷା ପାଇଁ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଲା ଟେଲିକମ୍‌ ବିଭାଗ।
ଶପଥ ନେଲେ ମମତା ବାନାର୍ଜୀ; ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମମତା ବାନାର୍ଜୀ ଶପଥ ପାଠ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର
 ୧୯ ତାରିଖ ଯାଏ ଲକ୍‌ଡାଉନ୍; ଜାରି ରହିବ ଆତ୍ୟାବଶ୍ୟକୀୟ ସେବା, ଟିକାକରଣ ଓ କୋଭିଡ୍‌ ଟେଷ୍ଟ୍‌ ।
 ୧୦ କୋଟି ଟଙ୍କା କୋଭିଡ ପରିଚାଳନା ପାଇଁ ମଞ୍ଜୁର; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର ନବୀନ ପଟ୍ଟନାୟକ ।