Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ; ଟିକା ଉପରେ G.S.T ଆଦାୟକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ।
ମାଆ ଶାନ୍ତିଲତା ମହାନ୍ତିଙ୍କ ପରଲୋକ; ସ୍ୱର୍ଗତଃ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି ।
ସୀମାରେ କରୋନା ସ୍ଥିତିର ସମୀକ୍ଷା; ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜି) ଅଭୟ ସୀମାନ୍ତବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରି କରୋନା ସ୍ଥିତର କରିଛନ୍ତି ଦୃଢ଼ ସମୀକ୍ଷା  ।
 ୧୨ ଜଣିଆ ଟାସ୍କଫୋର୍ସ କମିଟି ଗଠନ; କରୋନା ରୋଗୀଙ୍କୁ ଅକ୍ସିଜେନ, ଜରୁରୀ ଔଷଧ ଯୋଗାଣ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଟାସ୍କଫୋର୍ସ କମିଟି ଗଠନ ।
ବଢ଼ିବ ବେଡ୍ ସଂଖ୍ୟା ଆଗକୁ; ଏବେ ୧୨ ଶହ ବେଡ୍, ୩୦୦ ଆଇସିୟୁ ଅଛି ଏସ୍‌ସିବିକୁ ମିଶାଇ ସୂଚନା ଦେଲେ କମିଶନର ଅନନ୍ୟା ଦାସ ।