Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 ୨ କୋଟି ଟଙ୍କା ମଞ୍ଜୁର; କୋଭିଡ ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୂମିହୀନ ଓ କ୍ଷୁଦ୍ର, ନାମମାତ୍ର ଚାଷୀମାନଙ୍କୁ ସରକାରୀ ସହାୟତା; ଅକ୍ଷୟ ତୃତୀୟା ଅବସରରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ଖାତାକୁ ଟଙ୍କା ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି ।
ସାନବଡ ଗୋପାଳପୁର ପଞ୍ଚାୟତରେ  ମହାଦୁର୍ନିତି ର ଅଭିଯୋଗ
 C.B.I ଦାଖଲ କଲା ଚାର୍ଜସିଟ୍; ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କଲା C.B.I ସ୍ବତନ୍ତ୍ର C.B.I କୋର୍ଟରେ ।
ଗ୍ଲୋବାଲ ଟେଣ୍ଡର ହେବ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି; ଟୀକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନଃସ୍ଥାପନରେ ଗ୍ଲୋବାଲ ଟେଣ୍ଡର ସହାୟକ ହେବ ନିଷ୍ପତ୍ତି ରାଜ୍ୟ ସରକାର ନବୀନ ପଟ୍ଟନାୟକ।