Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ରଖିବାକୁ ଏସଆରସି ନିର୍ଦ୍ଦେଶ; ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁଟିଂ ପାଇଁ ଅନୁମତି ନାହିଁ ବୋଲି ସଂଶୋଧିତ ନିର୍ଦ୍ଦେଶନାମା  ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ।
ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବାତ୍ୟା ଅଗ୍ରସର ହେଉଛି; ଅଧିକ ସକ୍ରିୟ ହେଲା ବାତ୍ୟା ‘ତଉକାତେ’ ପ୍ରବଳ ବର୍ଷା ଆଶଙ୍କା ।
ସ୍ବପ୍ନବୀଜ
 ୨ କୋଟି ଟଙ୍କା ମଞ୍ଜୁର; କୋଭିଡ ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୂମିହୀନ ଓ କ୍ଷୁଦ୍ର, ନାମମାତ୍ର ଚାଷୀମାନଙ୍କୁ ସରକାରୀ ସହାୟତା; ଅକ୍ଷୟ ତୃତୀୟା ଅବସରରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ଖାତାକୁ ଟଙ୍କା ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି ।