Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ବାତ୍ୟା ସୁପର୍ ସାଇକ୍ଲୋନ ନ ହେଲେ ମଧ୍ୟ ଅତି ଭୟଙ୍କର ହେବ; ଭୀଷଣ ରୂପ ନେଇ ଉପକୂଳମୁହାଁ ହେବ ବାତ୍ୟା 'ୟାସ୍‌' ସୂଚନା ଦେଲେ ଆଇ.ଏମ୍‌.ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ନକଲି ଗୁଟକା ଗୋଦାମରେ ଚଢ଼ାଉ; ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରି ୧୩୬ ବସ୍ତା ନକଲି ଗୁଟଖା ଜବତ ଜବତ୍ କରିଛି
ଆନ୍ତର୍ଜାତିକ ହକି ମହାସଂଘର ସମ୍ମାନଜନକ ସଭାପତି ପୁରସ୍କାର; ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଆନ୍ତର୍ଜାତିକ ହକି ମହାସଂଘର ସମ୍ମାନ ।
ଆରଆଇ ଗଣେଶ୍ୱର ହେମ୍ବ୍ରମଙ୍କ ଉପରେ ସଂଘବଦ୍ଧ ଆକ୍ରମଣ; ବେଆଇନ ମାଟି ଓ ବାଲି ମାଫିଆଙ୍କ ପାର୍ଦୁଭାବ ବଢୁଥିଲା ବେଳେ ତହସିଲ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି।
୨୦ ହଜାର ଲିଟର ବିଶିଷ୍ଟ ଅକ୍ସିଜେନ୍‌ ପ୍ଲାଣ୍ଟ ଉଦଘାଟନ; ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଦ୍ୱାରା କରିଛନ୍ତି ଉଦ୍‌ଘାଟନ ।