Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପୁରୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍; ପୁରୀ ସହରରେ ୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ୍ ହେବା ପରେ ପ୍ରଶାସନ ପକ୍ଷରୁ ନିଆଗଲା କଡ଼ା ପଦକ୍ଷେପ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ ।
ରାଜଧାନୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ; ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସହିତ ଓମିକ୍ରନ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏପରି ସ୍ଥିତିରେ ଦିଲ୍ଲୀ ସରକାର ଲାଗୁ କଲେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ ବା କର୍ଫ୍ୟୁ ।
ପୌର ନିର୍ବାଚନ ପାଇଁ ପ୍ରାଥମିକ ପ୍ରସ୍ତୁତି; ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ହେଲା ଆରମ୍ଭ ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ହେବ ସୀମା ପୁନଃ ନିର୍ଦ୍ଧାରଣ ଅଣସୂଚିତ ଅଞ୍ଚଳରେ ଓବିସି ସଂରକ୍ଷଣ ରହିବ ନାହିଁ ।
୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା କରଣ ଆରମ୍ଭ; ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଟିକା ଦେବା ପାଇଁ ଭାରତ ବାୟୋଟେକ୍‌ ଦ୍ବାରା ଉତ୍ପାଦିକ ଟିକାକୁ ମଞ୍ଜୁରୀ -ଟିକାର ପ୍ରଭାବ ପିଲାଙ୍କ ଉପରେ ଭଲ ରହିବ।
ଜୁନ୍ ମାସରେ ସରିବ ଜାଇକା କାମ- କଟକ; ଜାଇକା କାର୍ଯ୍ୟ ଯୋଗୁଁ ସହରବାସୀଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ୨୦୧୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ସରିଛି ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା କଟକ ହେବ ଜାଇକାମୁକ୍ତ ।