Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପୌର ନିର୍ବାଚନ - ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ ତିନି ମହାନଗର ନିଗମ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା,ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ।
ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା; ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ପର୍ବ ଜୋରନ୍ଦା ମେଳା, ଏଥର ବି ଶ୍ରଦ୍ଧାଳୁଙ୍କୁ ମନା-କେବଳ ପରମ୍ପରା ରକ୍ଷା ପାଇଁ ସିମୀତ ଲୋକରେ ପୂଜାର୍ଚ୍ଚନା ହେବ।
ହାର୍ଡକୋର୍ ନକ୍ସଲ ନିହତ; ପୋଲିସ-ମାଓବାଦୀ ମୁହାଁମୁହିଁ ପୋଲିସ ଗୁଳିରେ ଜଣେ ହାର୍ଡକୋର୍ ନକ୍ସଲ ନିହତ ହୋଇଛି ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି ।
ହେବନି ହାଲୁଆ ଉତ୍ସବ - ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ୍ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ, ପ୍ରତିବର୍ଷ ବଜେଟ୍ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବ ଚଳିତ ବର୍ଷ ହେବ ନାହିଁ ।
ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା- ଡ.ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ ଦେଶର ନୂତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି, ୨୦୧୯ରେ ସେ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦ ରେ ଦାୟିତ୍ୱ ତୁଲାଇଥିଲେ ।