Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଦାଦନ ଦୁଃଖ - କେବେ ଦୂର ହେବ ଦାଦନଙ୍କ ଦୁଃଖ (ଓଡ଼ିଶା) !
ଦୁବୃର୍ତ୍ତ ନେଇଗଲେ ଚନ୍ଦନ ଗଛ - ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି; ଜାଣି ପାରଲେନି ସିକ୍ୟୁରିଟି ଗାର୍ଡ କି ଚୋରକୁ ଜଗି ପାରଲା ନାହିଁ ସିସିଟିଭି କ୍ୟାମେରା ।
ନୀରବି ଗଲେ ସ୍ୱର ସାମ୍ରାଞୀ; ଭାରତ ହରାଇଲା ଅମୂଲ୍ୟ ରତ୍ନ,ଲତାଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯିବ ପୁରସ୍କାର - ସଙ୍ଗୀତ ଏକାଡେମୀ (ସବୁଦିନ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ ଲତା ମଙ୍ଗେସକର) ।
ଶେଷ ନିଦ୍ରାରେ ଲତା ମଙ୍ଗେସକର: ୯୨ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର - କରୋନାରୁ ସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ..ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଆନ୍ଧ୍ର ବାଣ୍ଟିଲା- ଜଙ୍ଗଲ ଜମି ପଟ୍ଟା; କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି: ଆଗାମୀ ଦିନରେ କୋଟିଆରେ ୫୦୦ରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲକ୍ଷରଖିଛି ଆନ୍ଧ୍ର।