Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 ବି.ଜେ.ଡି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ଆକ୍ରମଣ; ବିଜେପି କର୍ମୀଙ୍କ ଦାଦାଗିରି-ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ସହିତ ଦାଦାଗିରି ଅତ୍ୟନ୍ତ ନିନ୍ଦନୀୟ,ବି.ଜେ.ଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ।
ୟୁକ୍ରେନରୁ ଫେରିଲେ ଛାତ୍ରଛାତ୍ରୀ; ୟୁକ୍ରେନରୁ ସୁରକ୍ଷିତ ଭାବେ ଓଡ଼ିଶା ଫେରିଲେ ଆଉ ୪୮ ଓଡ଼ିଆ ମେଡ଼ିକାଲ୍ ଛାତ୍ରଛାତ୍ରୀ - କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ ଫେରିବା ପରେ ସେଠାକାର ଭୟଙ୍କର ଅନୁଭୂତି ବଖାଣି ଛନ୍ତି ଛାତ୍ରଛାତ୍ରୀ ।
ପିଚୁ ରାସ୍ତା ଖୋଳିଲେ ଜେଲ୍; ବିନା ଅନୁମତିରେ ଆପଣ ଗାଁ ରାସ୍ତାକୁ ଖୋଳୁଛନ୍ତି କି ? ନିଜର ସ୍ବାର୍ଥ ପାଇଁ ରାଜ୍ୟର ସମ୍ପତ୍ତି ନଷ୍ଟ କରୁଛନ୍ତି କି ? ସାବଧାନ ! ବେଆଇନ୍ ଭାବେ ଗାଁର ପିଚୁ ଓ ପକ୍କା ରାସ୍ତା ଖୋଳିଲେ ଏବେ ଜେଲ୍ ଯିବାକୁ ପଡିବ ।
ବେଲ ପଣାର ଉପକାରିତା: ଗ୍ରୀଷ୍ମ ଋତୁରେ ଶରୀରରେ ଜଳୀୟ ଅଂଶର ଅଭାବକୁ ପୂରଣ କରିବା ସହ ପେଟକୁ ଥଣ୍ଡା ରଖିବା ଏବଂ ଅନେକ ରୋଗରୁ ମୁକ୍ତି ଦେଇଥାଏ ବେଲ ପଣା-ବେଲ ଏପରି ଏକ ଫଳ, ଯାହା ହିନ୍ଦୁ ଦେବତା ପ୍ରଭୁ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।
୨୯ ଜଣ ମହିଳାଙ୍କୁ 'ନାରୀଶକ୍ତି' ପୁରସ୍କାର; ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୨୯ ଜଣ ମହିଳାଙ୍କୁ 'ନାରୀଶକ୍ତି' ପୁରସ୍କାର ପ୍ରଦାନ କରିଛନ୍ତି।