Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଶ୍ରୀମନ୍ଦିର ଚୂଲି ଭଙ୍ଗା ଘଟଣାର ପର୍ଦ୍ଦାଫାଶ; ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ - ସୂଚନା ପୁରୀ ଏସ୍.ପି କନୱର ବିଶାଲ ସିଂ ।
୧୦୬ଟି ଏମରଜେନ୍ସି ରେସପନ୍ସ ଗାଡ଼ିର ଶୁଭାରମ୍ଭ; ସମସ୍ତ ଜରୁରୀକାଳୀନ ସେବା ପାଇଁ ଜାରି ହେଲା ଗୋଟିଏ ନମ୍ବର ୧୧୨ - “ଆମେରିକାର ୯୧୧ ଭଳି ଆମର ଗୋଟିଏ ନମ୍ବର ୧୧୨ରେ ଓଡ଼ିଶାରେ ଜରୁରୀକାଳୀନ ସମୟରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ ।
ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ; ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ନାଁ ଥିବା ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକକୁ ଚଳନ୍ତା ଟ୍ରେନରୁ ଗିରଫ କଲା କଟକ ରେଳବାଇ ପୋଲିସ - ଦୁଇ ବର୍ଷ ଧରି ତେଲେଙ୍ଗାନାରୁ ଫାରୁକ ଫେରାର ଥିଲା।
ନିର୍ବାଚନରେ ପରାସ୍ତ ହେଲେ, କିନ୍ତୁ ପ୍ରତିଶ୍ରୁତି ରଖିଲେ; କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ - ନିର୍ବାଚନ ପ୍ରଚାର ସମୟରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓ ।
ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି; ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରରେ ପାନୀୟ ଜଳ ସଂକଟ, ପ୍ରାୟ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି - ସେପଟେ ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି।