Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ; ଆଇପିଏସ୍ ଆର.ପି. କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ, ୧୯୯୩ ବ୍ୟାଚ୍‌ ଆଇପିଏସ୍ ଅଫିସର୍ ହେଉଛନ୍ତି ଆର.ପି. କୋଚେ - ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସ ହେଲେ ଗୃହ ବିଭାଗ ଓଏସ୍‌ଡି ।
ସିନେମା "ଦିଲ୍ ମୋର ମାନେନା";  ଏ ବର୍ଷ ରଜରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ସିନେମା "ଦିଲ୍ ମୋର ମାନେନା" - ସିନେମାର ଲିଡ୍‌ରେ ସ୍ୱରାଜ ଓ ଶିବାନୀ ଅଭିନୟ କରିଛନ୍ତି ।
ଚିତାବାଘ ଚମଡ଼ା ଜବତ, ଶୀକାରୀ ଗିରଫ; ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ୍) କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ପୋଲିସ ସୀମାରେ ଥିବା ଡାବେରୀ ଗ୍ରାମରୁ ଚିତାବାଘ ଚମଡ଼ା ଜବତ ସହ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।
୨୨୫ ଟଙ୍କାରେ ମିଳିବ କରୋନା ଭ୍ୟାକ୍ସିନ; ଘରୋଇ ହସ୍ପିଟାଲରେ ବୟସ୍କ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ଆରମ୍ଭ ହୋଇଛି - ଏହାର ଗୋଟିଏ ଦିନ ପୂର୍ବେ କୋଭିଶିଲ୍ଡ ଓ କୋଭାକ୍ସିନ ନିଜର ବୁଷ୍ଟର ଡୋଜ୍‌ର ଦାମ୍‌ରେ ଅପ୍ରତ୍ୟାଶିତ ହ୍ରାସ କରିଛି ।
ଆଜ୍ଞାମାଳ ପରେ ରଥ କାଠ ଚିରଟ ଆରମ୍ଭ; ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ପବିତ୍ର ରାମନବମୀ ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରଥକାଠ ଚିରଟ ଅନୁକୂଳ ହୋଇଛି - ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ କାମ ।