Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସ୍ୱାଭିମାନ ଅଞ୍ଚଳରେ ଏୟାରପୋର୍ଟ: ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏୟାରପୋର୍ଟ ସମ୍ପୂର୍ଣ୍ଣ ହେବ, ଏଥିସହ ପାନୀୟ ଜଳ ଯୋଗାଣ, ଉଠାଜଳ ସେଚନ ସହ ୩୩ କେଭି ବିଜୁଳି ଯୋଗାଣ ଦ୍ୱାରା ଭୋଲଟେଜ୍ ସମସ୍ୟା ଦୂର ହେବ ।
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ୫-ଟି ସଚିବ: ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ତୋ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି - ବିଦ୍ୟୁତକରଣ ସହ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି ।
ଆସୁଛି କରୋନାର ଚତୁର୍ଥ ଲହର: ଜୁନ୍ ରେ ଆସିପାରେ କରୋନାର ଚତୁର୍ଥ ଲହର, ଏନେଇ ଆଇଆଇଟି କାନପୁର ବିଶେଷଜ୍ଞ ଦାବି କରିଥିବା ବେଳେ ଡର ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ XE (Covid-19 XE Variant) ।
Coronavirus: ଦିଲ୍ଲୀରେ ଡରାଇଲାଣି କରୋନା - ପୁଣି ଲାଗୁ ହୋଇପାରେ କଟକଣା, କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଉପର ମୁହଁ ହେଉଛି କରୋନା, କଟକଣା ଲାଗୁ କରିବା ଲାଗି ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ ।
ରିଲିଜ୍ ହେଲା ଦେଶର ସବୁଠୁ ବଡ଼ ଫିଲ୍ମ KGF-2 : ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ KGF-2 ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପରେ ୨୦୨୨ ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି, KGF-2 ହେଉଛି ସ୍ମଗଲର ରକିଙ୍କ କାହାଣୀ ।