Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ: ଓଡ଼ିଶା ଡ଼୍ରାଇଭର ମହାସଂଘର ଲୋଏର ପିଏଜିରେ ଆନ୍ଦୋଳନ ପ୍ରସଙ୍ଗ, ବିଶୃଙ୍ଖଳା ଓ ନିୟମ ଅମାନ୍ୟ ପାଇଁ ଡ଼୍ରାଇଭର ମହାସଂଘର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ - ଡି.ସି.ପି ଉମାଶଙ୍କର ଦାଶ ।
ଆରମ୍ଭ ହେଲା ସ୍କୁଲ୍ ବସ୍ ଚେକିଂ; ପିଲାଙ୍କୁ ନେଉଥିବା ବସ୍ ଓ ଅନ୍ୟ ହାଲୁକା ଯାନର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଚେକିଂ ହେବ, ଧାର୍ୟ୍ୟ ନିୟମ ଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ ।
ବଜାରରେ ନକଲି ସର୍ଫ ଏକ୍ସଲ:  ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ସର୍ଫ ଏକ୍ସଲ - ନାମୀ ବ୍ରାଣ୍ଡ, ନକଲି ମାଲ୍‌, ଡୁପ୍ଲିକେଟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ବିପୁଳ ପରିମାଣର ନକଲି ସର୍ଫ ଏକ୍ସଲ (ଡିଟରଜେଣ୍ଟ) ଜବତ।
୨୯ରୁ ମାଟ୍ରିକ୍ ସମେଟିଭ୍-୨ ପରୀକ୍ଷା: ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ - ଜାଣନ୍ତୁ, କିପରି କରିବେ ଡାଉନଲୋଡ଼, ତେବେ ଚଳତି ବର୍ଷ ମାଟ୍ରିକ୍ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ ।
ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା; ତୈଳ ଦର ବୃଦ୍ଧି ର ପ୍ରଭାବ ଏବେ ବସ୍ ଭଡ଼ା ଉପରେ ପଡ଼ିଛି - ସେଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବୃଦ୍ଧି ପାଇଛି, ସୂଚନାରୁ ପ୍ରକାଶ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି।