Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଜିଆରଏସ୍‌ଙ୍କ ଘରେ ପଶିଲା ଭିଜିଲାନ୍ସ: ଜିଆରଏସ୍ (ଗ୍ରାମ ରୋଜକାର ସେବକ)ଙ୍କ ନାମରେ ରହିଛି ୫୯ଟି ପ୍ଲଟ୍, ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ତଳିଆ ସରକାରୀ କର୍ମଚାରୀ କିପରି କୋଟିପତି ହେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଦେଖାଦେଇଛି।
ପୁଣି ନକ୍ସଲଙ୍କ ହିଂସାକାଣ୍ଡ: ଜାଳି ଦେଲେ ବସ୍.. ସୂଚନା ଅନୁସାରେ ମାଓବାଦୀମାନେ ଦଣ୍ଡକାରଣ୍ୟ ବନ୍ଦ ଡ଼ାକରା ଦେଇଥିଲେ, କିନ୍ତୁ ନକ୍ସଲଙ୍କ ବନ୍ଦ୍ ଡ଼ାକରା କୁ ଖାତିର କଲେନି ଘରୋଇ ବସ୍‌ ମାଲିକ - ରାତି ଅଧରେ ବସ୍‌ରେ ନିଆଁ ଲଗାଇଦେଲେ ନକ୍ସଲ ।
 ଜୁନ୍ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ୍; ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ କଟକରେ ଜୁନ୍‌ ୧୨ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ - ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ବେହେରା ।
ଶ୍ରୀମନ୍ଦିର ବଜେଟ୍ ୨୩୭.୫୮ କୋଟି; ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍ ଉପସ୍ଥାପନ ହୋଇଛି, ସୂଚନା ଯୋଗ୍ୟ ଯେ ଏହି ବଜେଟ୍ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୭.୨୪ କୋଟି ଟଙ୍କା ଅଧିକ ।
ଆହୁରି ବଢ଼ିବ ଖାଇବା ତେଲ ଦର; ବିଶ୍ୱର ସର୍ବ ବୃହତ୍ତ ପାମ ତେଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି, ନିଜ ଦେଶରେ ଖାଇବା ତେଲର ଚାହିଦା ବଢ଼ାଇବା ଲକ୍ଷ୍ୟରେ ଇଣ୍ଡୋନେସିଆ ଏହି ନିଷ୍ପତ୍ତି ନେଇଛି ।