Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ରାଜଧାନୀରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ; ଘର ଭିତରୁ ୩ ମୃତଦେହ ଉଦ୍ଧାର, ଶିଶୁକୁ ମାରି ବାପା-ମାଙ୍କ ଆତ୍ମହତ୍ୟା, ତେବେ ମୃତ ଦମ୍ପତିଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ସୂଚନା ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ମନରେଗା ଯୋଜନାର ବାସ୍ତବ ସ୍ଥିତି: କାମ ଏକ, ନାମ ଅନେକ; ମଷ୍ଟରରୋଲରେ ଭୂତ ମଜୁରିଆ, ଗରିବ ଖଟିଖିଆ ଙ୍କୁ ରୋଜଗାର ଯୋଗାଇବା ପାଇଁ ମନରେଗା ଯୋଜନା ରହିଛି - ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି ।
ଆଧାର କାର୍ଡ ହୋଇପାରୁନି, ବିଭିନ୍ନ ସରକାରୀ ବେସରକାରୀ ଯୋଜନାରୁ ବଞ୍ଚିତ 'ଯଶୋବନ୍ତ' - ସରକାରଙ୍କ ସବୁ ସହାୟତା ଏହି କାର୍ଡ ରୁ ହିଁ ଆରମ୍ଭ ହୋଇଥାଏ, ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ହେଉଛି ଦାବି ।
୨୮୦ କୋଟି ଟଙ୍କାର ହେରୋଇନ୍ ଜବତ: ଆରବ ସାଗରର ଭାରତୀୟ ସୀମାରେ ପ୍ରାୟ ୨୮୦କୋଟି ଟଙ୍କାର ହେରୋଇନ୍ ନେଇ ଯାଉଥିବା ପାକିସ୍ତାନୀ ବୋଟ୍ ‘ଅଲ ହଜ୍’ ଧରାପଡ଼ିଛି - ହେରୋଇନ୍‌ ଜବତ ୯ ଅଭିଯୁକ୍ତ ଗିରଫ ।
ବଡ଼ ଖବର: ପାନୀୟ ଜଳର ସୁବିଧା ନଥିବା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରର କୋମଳ ଶିଶୁମାନେ - ଅଙ୍ଗନବାଡ଼ି କେନ୍ଦ୍ର ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ।