Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ହରିଶ୍ଚନ୍ଦ୍ର ଯୋଜନା: ମୃତ୍ୟୁ ବରଣ କରିଥିବା 'ସମାରି ବରିହା' ପରିବାର କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କଲେ ସରପଞ୍ଚ - କେନ୍ଦ୍ର ଏବଂ ରାଜ୍ୟ ସରକାର ଦୁଃଖି ଓ ଗରିବ ଲୋକଙ୍କ ପାଇଁ ସର୍ବଦା ନିଜ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ।
ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ - ନିଆଁ ଲାଗିବାର କାରଣ ଜଣା ପଡ଼ିନଥିଲେ ମଧ୍ୟ ଏବେ ଅନେକ ସ୍ଥାନରେ ଚଳନ୍ତା କାର ରେ ନିଆଁ ଲାଗିବା ଖବର ଆସୁଛି ଯାହା କି ଏକ ଚିନ୍ତାର ବିଷୟ ହୋଇଛି ।
ପୁଟିନ୍‌ଙ୍କ ଧମକ: ଯୁକ୍ରେନ୍‌କୁ ସାହାର୍ଯ୍ୟ କରୁଥିବା ଦେଶ ଉପରେ ଖୁବ୍ ଶୀଘ୍ର ଆକ୍ରମଣ ହେବ, ୟୁକ୍ରେନକୁ ଅସ୍ତ୍ର ପଠାଇବା ବନ୍ଦ୍ କର ବୋଲି ଆମେରିକାକୁ ପୁଟିନ୍ କହିବା ସହ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କରିଛନ୍ତି ।
ପାଣି ପାଇଁ ଡହଳ ବିକଳ: ଉପାନ୍ତରୁ ଉପକୂଳ ସବୁଠି ଉକ୍ରଟ ହେଉଛି ପାନୀୟ ଜଳ ସମସ୍ୟା, ଖରା ବଢ଼ିବା ସହ ପାଣି ସମସ୍ୟା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି - ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗିରହିଥିବା ବେଳେ ଏହାର ସମାଧାନ ହୋଇପାରୁନି ।
ବିଜେଡ଼ିରେ ସାମିଲ୍ ସାମ୍ବାଦିକ ସ୍ୱୟଂପ୍ରକାଶ: ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡ଼ିରେ ହେଲେ ସାମିଲ୍ ହୋଇଛନ୍ତି ।