Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ରାଜଧାନୀରେ ଅଟୋ ଡ୍ରାଇଭ୍‌, ୨୭ଟି ଅଟୋ ଜବତ: ବିନା କାଗଜ ପତ୍ରରେ ରାସ୍ତାରେ ଅଟୋ ଚଲାଇଲେ ଗାଡ଼ିକୁ ଅଟକ ରଖିବ ପୋଲିସ, ପ୍ରଥମ ଦିନରେ ୨୭ ଟି ଅଟୋ ଜବତ୍ କଲା ଟ୍ରାଫିକ୍ ପୋଲିସ - ସପ୍ତାହେ ବ୍ୟାପୀ ଟ୍ରାଫିକ୍ ପୋଲିସ୍ ର ଡ୍ରାଇଭ୍ ଜାରି ରହିବା ସୂଚନା ।
ଏଲଆଇସି (LIC) ଅଫିସ୍ ବିଲ୍ଡିଂରେ ଅଗ୍ନିକାଣ୍ଡ: ଅଗ୍ନିକାଣ୍ଡରେ ଗରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡ଼ିଯାଇଥିବା ବେଳେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି, ଅଫିସ୍ ବିଲ୍ଡିଂରେ ନିଆଁ ଲାଗିବା ସହିତ ତାହା ପାଖ ବିଲ୍ଡିଂ ଗୁଡ଼ିକୁ ବି ବ୍ୟାପିଯାଇଥିଲା।
୬୪ ଜଣ ସ୍କୁଲ୍ ପିଲା କରୋନା ପଜିଟିଭ୍: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି, ଚତୁର୍ଥ ଲହର ନେଇ ଆଶଙ୍କା ମଧ୍ୟ ବଢ଼ୁଛି, ଏପରି ସମୟରେ ପୁଣି ୬୪ ଜଣ ସ୍କୁଲ୍ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।
 ଲାଞ୍ଚ ନେଇ ନେଇ ଧରାପଡ଼ିଲେ ମହିଳା ତହସିଲଦାର: ନଗଦ ୧. ୨୦ ଲକ୍ଷ ଟଙ୍କା ଜବତ, ରାଉରକେଲା ସ୍ଥିତ ଘର ଏବଂ କୁଚିଣ୍ଡା ସରକାରୀ ବାସଭବନରେ ଚଢ଼ାଉ - ଅଭିଯୁକ୍ତ ତହସିଲଦାର ହେଲେ କୋର୍ଟ ଚାଲାଣ।
ଏସସିବିରେ ଅଭାବବନୀୟ ଦୃଶ୍ୟ: ବେଡ୍ ତଳେ ଶବ, ଉପରେ ଚାଲିଛି ଚିକିତ୍ସା - ସୂଚନାଯୋଗ୍ୟଯେ ଚିକିତ୍ସାଧୀନ ଅବସ୍ଥାରେ ଚିକିତ୍ସା ହେବାକୁ ଆସିଥିବା ଲୋକଟି ମୃ୍‌ତ୍ୟୁବରଣ କରିବା ଯୋଗୁ ସଂପର୍କୀୟମାନେ ଶବଟିକୁ ଛାଡ଼ିଦେଇ ଚାଲିଯାଇଥିଲେ ।