Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଶିକ୍ଷା ବିଭାଗକୁ ଚିଠି: ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସ୍କୁଲ୍ ସମୟରେ ପରିବର୍ତ୍ତନ କରିବା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି  - ସ୍କୁଲରେ ପାଠପଢ଼ା ସମୟ ସକାଳ ୬ଟାରୁ ୯ଟା ପରିବର୍ତ୍ତେ ସକାଳ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।
ଶିଶୁ ସୁରକ୍ଷା ଆଇନ୍ କୁ ଫୂ..କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ଶିଶୁ ଶ୍ରମିକ: ଆଇନ୍ କୁ ନାହିଁ ଡ଼ର, ନିରବଦ୍ରଷ୍ଟା ଚାଇଲ୍ଡ ଲାଇନ୍ - ଆଇନ୍ କୁ ଆଖି ଠାର - ଆଇନ୍ କୁ ନା ଡ଼ର ଅଛି ନା ଭୟ, ଡ଼ହଡ଼ହ ଖରାରେ କେନ୍ଦୁପତ୍ର ଫଡ଼ିରେ କାମ କରୁଛନ୍ତି ପିଲା ।
ବଡ଼ ଖବର: ଏପରି ଏକ ଗ୍ରାମ ଅଛି, ଯେଉଁ ଗାଁକୁ ଆଦୌ ରାସ୍ତାଟିଏ ନାହିଁ - ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ମାଳ ମାଳ ଯୋଜନା, ତଥାପି ଆଜି ବି ଅନେକ ଗାଁକୁ ନାହିଁ ଖଣ୍ଡେ ଭଲ ରାସ୍ତା ।
ସ୍କୁଲ୍ ଗେଟରେ ତାଲା, ଖୋଲା ଆକାଶ ତଳେ ଚାଳିଛି ପାଠପଢ଼ା: ସ୍କୁଲ୍ ଗେଟ୍ ରେ ତାଲା ପକାଇଲେ ଜମି ଦାନ କରି ଟଙ୍କା ନେଇ ଥିବା ଉତ୍ତରାଧିକାରୀ - ଏବେ ଖୋଲା ଆକାଶ ତଳେ ବିଚ୍ ରାସ୍ତାରେ ଚାଲିଛି ପାଠ ପଢ଼ା ।
ଏସଟିଏଫ୍ ହାତରେ ନିଶା ବେପାରୀ: ପୁଣି ବିପୁଳ ପରିମାଣର ଧଳା ଜହର ବା ବ୍ରାଉନ୍ ସୁଗାର ଜବତ୍ କଲା ଏସଟିଏଫ୍, ୩ ଅଭିଯୁକ୍ତ ନିଶା ବେପାରୀ ବା ନିଶା ମାଫିଆ ଗିରଫ, ବିଭାଗର ତଦନ୍ତ ଜାରି ।