Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂସ୍ଥା (ଡିଆରଡିଓ)କୁ ଆଉ ଏକ ସଫଳତା, ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରକୁ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି ।
ଗାଁରେ ବାଘ ଆତଙ୍କ - ବାଘ ଆତଙ୍କରେ ଭୟଭୀତ ଲୋକେ: ବାଘ ବିଳମ୍ବିତ ରାତିରେ ଗାଁର ୩ଟି ବାଛୁରୀକୁ ମାରି ଖାଇବାକୁ ଉଦ୍ୟାମ କରିଥିବା ଗାଁ ଲୋକ କଲେ ଅଭିଯୋଗ, ସନ୍ଧ୍ୟା ହେଲେ ଭୟରେ ଲୋକେ ଘରୁ ବାହାରୁନଥିବା ଦେଖାଯାଇଛି।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା - ରାସ୍ତାରେ ଫାଟ: ରାସ୍ତା ନିର୍ମାଣ ପୂର୍ବରୁ ମାଟି ପରୀକ୍ଷା ଠିକ୍‌ ଭାବେ କରାଯାଉନାହିଁ, ଠିକା ସଂସ୍ଥାର ଉଚ୍ଚପଦାଧିକାରୀମାନେ ନିୟମିତ ଯାଞ୍ଚ୍ କରୁନାହାଁନ୍ତି..ରାସ୍ତା ନିର୍ମାଣ ପୂର୍ବରୁ ମାଟି ପରୀକ୍ଷା ଠିକ୍‌ ଭାବେ କରାଯାଉନାହିଁ।
୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବେଆଇନ୍ ବନ୍ଧୁକ ଚୋରା ଚାଲାଣ କାରବାରରେ ଲିପ୍ତ ଥିବା ବେଳେ ଦୀର୍ଘଦିନ ହେଲା ଏହି ୨ ଜଣ ଅସମାଜିକ ବ୍ୟକ୍ତି ବା ଅପରାଧୀକୁ ଖୋଜୁଥିଲା ପୋଲିସ - ୨ ଦେଶୀ ବନ୍ଧୁକ, ୬ ଗୁଳି ଓ ଗୋଟିଏ ମୋଟର ସାଇକେଲ୍ ଜବତ୍ ।
ବୃଦ୍ଧ ବୃଦ୍ଧା ସାମାଜିକ ସୁରକ୍ଷାରୁ ବଞ୍ଚିତ: ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା ମାନଙ୍କର ସାମାଜିକ ସୁରକ୍ଷା ପାଇଁ ବହୁବିଧ ଯୋଜନା କରିଛନ୍ତି - କିନ୍ତୁ ପ୍ରଶାସନିକ ଅଣଦେଖା ଯୋଗୁଁ ବୃଦ୍ଧ ବୃଦ୍ଧା ମାନେ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।