Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ମନରେଗା ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ, ଛିଣ୍ଡିଲାନି ଭାଗ ବଣ୍ଟା, ଶେଷରେ ଭିଜିଲାନ୍ସ ହାତରେ ଧରାପଡିଲେ ଫରେଷ୍ଟର - ଗ୍ରାମାଂଚଳରେ କର୍ମ ନିଯୁକ୍ତି ଯୋଗାଇବା ଲାଗି ସରକାର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ଏମଜିଏନଆରଇଜିଏ ଯୋଜନା ଆରମ୍ଭ କରିଛନ୍ତି ।
ଗଛତଳେ ଚାଲିଛି ଶିକ୍ଷାଦାନ, ଖରାରେ ପାଠ ପଢ଼ୁଛନ୍ତି ବିଦ୍ୟାର୍ଥୀ: ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅପାରଗତାକୁ ଦାୟୀ କରାଯାଇଥିବା ବେଳେ ବିଦ୍ୟାଳୟର ଅବ୍ୟବସ୍ଥା ପାଇଁ ବ୍ଲକର ଯନ୍ତ୍ରୀ ଦାୟୀ ବୋଲି ହେଉଛି ଅଭିଯୋଗ ।
ଚଣ୍ଡୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୭୦ କୋଟି; କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ  ୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ କାମ ସରିବ ।
ଟ୍ରେନ୍ ଧକ୍କାରେ ଚାଲିଗଲା ୩ ହାତୀଙ୍କ ଜୀବନ: ହାତୀମାନଙ୍କ ପ୍ରତି ବନବିଭାଗ ର କୌଣସି ସଚେତନତା ନାହିଁ, ସେଥିପାଇଁ ବାରମ୍ବାର ହାତୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି - ଏତଦ୍‌ଦ୍ଦ୍ୱାରା ହାତୀ ମାନଙ୍କର ନିପାତ ହେବାକୁ ବସିଲାଣି ।
ସମସ୍ୟା ସମାଧାନ ନ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ: ଟାଟା ପାଓ୍ବାର ଦାୟିତ୍ୱ ନେବା ଦିନଠାରୁ ଦୈନିକ ୭ରୁ ୮ଘଣ୍ଟା ବିଦ୍ୟୁତ୍‌ କାଟ୍ ହେଉଛି, ସମସ୍ୟାର ସମାଧାନ ନହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଚେତାବନୀ ଦେଲା ନର୍ଥ ଓଡ଼ିଶା ବିଦ୍ୟୁତ୍ ଗ୍ରାହକ ସଂଘ ।