Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଷ୍ଟେସନ ମାଷ୍ଟର ଗିରଫ: ରେଲଓ୍ୱେ କ୍ୱାର୍ଟର୍ସରୁ କାଠ ଜବତ୍ ଘଟଣା, ଷ୍ଟେସନ ମାଷ୍ଟର ଗିରଫ - ବେଆଇନ୍ ଭାବେ ସରକାରୀ କ୍ୱାଟର୍ସରେ କାଠ କାମ କରାଉଥିଲେ - ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ ।
ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର: ବାରଣ୍ଡା, କୋଠଘର, ଭଡ଼ାଘରେ ଅଙ୍ଗନବାଡ଼ି କେନ୍ଦ୍ର, ଖୋଲାମେଲା ଆକାଶରେ ଅପରିଷ୍କାର ପରିବେଶ ଭିତରେ ଖାଦ୍ୟ ରୋଷେଇ ହେଉଥିବାର ଚିତ୍ର ବି ସାମ୍ନାକୁ ଆସୁଛି।
ରାଜସ୍ବ ନିରୀକ୍ଷକଙ୍କୁ ଟଣାଓଟରା: ଜମି ବିବାଦକୁ ନେଇ ରାଜସ୍ବ ନିରୀକ୍ଷକଙ୍କୁ ଟଣାଓଟରା ଥାନାରେ ଅଭିଯୋଗ, ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ - ରାଜସ୍ବ ନିରୀକ୍ଷକ ଦୁର୍ଗା ଚରଣ ଶତପଥୀ ।
୧୧୬ତମ ଘଣ୍ଟଯାତ୍ରା, ଗଣବିକ୍ଷୋଭ: ଡ଼ାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିନେଇ ୧୧୬ତମ ଘଣ୍ଟଯାତ୍ରା, ଗଣବିକ୍ଷୋଭ - ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହେଉନାହିଁ କାହିଁକି?
ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି: ଓଡ଼ିଶାର କଂଗ୍ରେସକୁ ମିଳିଲା ନୂଆ ମୁଖିଆ, ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକ ହେଲେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ।