Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 ୭ ବନ୍ଧୁକ ବେପାରୀ ଗିରଫ: ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ଏହି ଏହି ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ - ଏହି ଗ୍ୟାଙ୍ଗ ସହ ଆଉ କେଉଁମାନେ ସଂପୃକ୍ତ, ବନ୍ଧୁକ କେଉଁଠୁ ଆଣି କାହାକୁ ଯୋଗାଉଥିଲେ ତାର ଅଧିକ ତଦନ୍ତ ଜାରି, ପୁରୀ ଏସ୍.ପି ।
ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଅଚାନକ ଚଢ଼ାଉ: ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଗୁପଚୁପର ମାନ ପରୀକ୍ଷା କରାଯାଉନଥିବାରୁ ଗୁପଚୁପ୍ ବ୍ୟବସାୟୀମାନେ ମନଇଚ୍ଛା ନିମ୍ନମାନର ଦୂଷିତ ଗୁପଚୁପ୍ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି ।
ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ, ନନ୍ଦନକାନନ କର୍ତୃପକ୍ଷଙ୍କ ବିରୋଧରେ ଥାନାରେ ମାମଲା - ମୃତ ସିଂହୀ ଗଙ୍ଗାର ବୟସ ୧୫ ବର୍ଷ ହୋଇଥିବା ବେଳେ ଇସରାଏଲରୁ ୨୦୧୫ ମସିହାରେ ଅଣାଯାଇଥିଲା, ଚିକିତ୍ସାରେ ବିଳମ୍ବ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ।
 ୨ ଦିନ ବନ୍ଦ୍ ରହିବ ପେଟ୍ରୋଲ ପମ୍ପ ବନ୍ଦ୍: ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ସଭାପତିଙ୍କ ସୂଚନା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ ଯଦି ଭ୍ୟାଟ୍ ଓ ଏକ୍ସସାଇଜ୍ ଡ୍ୟୁଟି କମାଉଛନ୍ତି ସେମାନେ ଗ୍ରାଜୁଆଲି କମାନ୍ତୁ।
ବ୍ରଜରାଜନଗର ଉପନିର୍ବାଚନ: ନିର୍ବଚନ ପାଇଁ ମୋଟ୍ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ହେବେ ମୁତୟନ, ଏହାସହ ୨୫ ମୋବାଇଲ୍ ପେଟ୍ରୋଲିଂ ପାର୍ଟି, ୬ ଫ୍ଲାଇଂ ସ୍କ୍ବାର୍ଡ, ୧୦ ଏସଏସଟି ସହ ଜିଲ୍ଲା ପୋଲିସ ମୁତୟନ ରହିବେ - ୨୭୯ ବୁଥରେ ମତଦାନ ହେବ ।