Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ବଳରାମ ଯୋଜନା ବିଫଳ: ଜିଲ୍ଲାରେ କୃଷକ ମାନଙ୍କ ପାଇଁ ଉଦ୍ଧିଷ୍ଟ ବଳରାମ ଯୋଜନା ବିଫଳ ଅଭିଯୋଗ - ନିଜର ଜମି ନଥାଇ ପର ଜମିରେ ଚାଷ କରି ପରିବାର ପୋଷୁଥିବା ଭାଗ ଚାଷୀଙ୍କୁ ବ୍ୟାଙ୍କ୍ ଋଣ ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।
ଲଗେଜ୍ ବ୍ୟାଗରୁ ଗଞ୍ଜେଇ ଜବତ୍, ଦମ୍ପତି ସମେତ ୩ ଗିରଫ: କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ୍ କରାଗଲା ପରେ ମଧ୍ୟ ଥମିବାରେ ନାଁ ନେଉନି ଚୋରା କାରବାର - ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ ।
ବିଶ୍ୱ ସାଇକେଲ ଦିବସ ୨୦୨୨ :ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା - ଆମେରିକୀୟ ପ୍ରଫେସର୍ ଲେସଜେକ ସିବିଲସ୍କି ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ ।
ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସ୍‌ଡିପିଓ: ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କାବୁ କରିଛି ଭିଜିଲାନ୍ସ - ପଥର ଖଣି ଲିଜଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ POLICE ଏସ୍‌ଡିପିଓ ମଳୟ ନାୟକ ।
 ବଡ଼ ଖବର - ହଟହଟା ହେଲେ ଭିଜିଲାନ୍ସ ଟିମ୍: ମିଟର୍ ୟୁନିଟ୍ ଓ ବିଲ୍ ମଧ୍ୟରେ ବ୍ୟାପକ ଫରକକୁ ନେଇ ହଟହଟା ହେଲେ ଭିଜିଲାନ୍ସ ଟିମ୍ - ବିଦ୍ୟୁତ୍ ସେବାକୁ ଠିକା ଭାବେ ନେଇଥିବା ଟାଟା ପାୱାର କମ୍ପାନୀର ମନମାନି ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।