Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

27.03.2020 ଏବେ ଏବେ ସମସ୍ତ ଖବର ଅତି ସଂକ୍ଷିପ୍ତରେ


୨୭.୦୩.୨୦
by-M.N.SWAIN

1- ରାଜ୍ୟ ରେ  ବଢିଲା  କରୋନାର ସଂଖ୍ୟା  ୩କୁ  ବୃଦ୍ଧି  । ଭୁବନେଶ୍ଵର ରେ  କର କ୍ଲିନିକକୁ ଆସିଥିଲେ  ୧୦ମାର୍ଚ୍ଚ ରେ  ବିଦେଶରୁ ଆସିଥିଲେ   ତାପରେ  ବ୍ୟକ୍ତି  ଜଣଙ୍କ ମାର୍ଚ୍ଚ ୨୫ ଭର୍ତ୍ତି ହୋଇଥିଲେ ।   ତାଙ୍କ  ସ୍ଵାସ୍ଥ୍ୟ ବିଗିଡିବାରୁ  ତାଙ୍କ ପରୀକ୍ଷା କରାଯାଇଥିଲା  ତାପରେ ତାଙ୍କର  କରୋନା  ପଜୋଟିଭ୍ ଆସିଥିଲା ।  କିନ୍ତୁ  କର କ୍ଲିନିକ୍ ର  ମୁଖ୍ୟ  ଡାକ୍ତର  ସିଦ୍ଧାନ୍ତ କର  କହିଛନ୍ତି  ସେ ଆଗରୁ  କେଉଁଠାରୁ   ଦେଖାଇକି ଆସିଥିଲେ । ଆମେ ତାଙ୍କୁ  Icu ରେ  ଭର୍ତ୍ତି କରିଥିଲୁ । ଆମେ ଯେତେବେଳେ  ତାଙ୍କୁ କହିଥିଲୁ   କରୋନା  ଟେଷ୍ଟ  ପାଇଁ   ସେ  ଚାଲିଯାଇଥିଲେ  ତାପୂବରୁ ୧୦ଜଣଙ୍କ ସହିତ ମିଶିଥିବା ସମ୍ଭାବନା । ସେ ଆଗରୁ ସମ  ହସ୍ପିଟାଲରେ  ଦେଖାଇଥିଲେ  ବୋଲି  ମୂୁଁ  ସୂଚନା  ପାଇଛି  ବୋଲି କହିଛନ୍ତି  କର୍ କ୍ଲିନିକ୍ ର ମୁଖ୍ୟ  ସିଦ୍ଧାନ୍ତ କର ।  

2-କମିଲା  ରେପୋ  ରେଟ୍  ୪.୪% ହେଲା  ରେପୋ ରେଟ । RBI ଗଭର୍ଣ୍ଣର  ଶଶୀକାନ୍ତ ଦାସଙ୍କ   ପ୍ରେସମିଟ୍ । ୪% ହେଲା ରେପି ରେଟ୍   ରେପୋ ରେଟ  ୦.୭୫ବେସିସ ପଏଣ୍ଟରେ  ହ୍ରାସ  ହୋଇଛି ।  କରୋନା  ପାଇଁ   ରେପୋ  ରେଟ୍ ର  ମାନ୍ଦାବସ୍ଥା  ଦେଖା ଦେଇଛି ।  ଏବେ ନୂଆ ରେଟ ହେଲା  ୪.୪%   ରିଭର୍ସ ରେଟ 0.୯୦ବେସିସି ରେ ହ୍ରାସ  ।  ବ୍ୟାଙ୍କର CRR ୧୦୦ ବିସିସି ରେ ହ୍ରାସ  ହୋଇ ୩%  ଲୋକଙ୍କ ପାଖରେ  ଟଙ୍କା  ପହଞ୍ଚିବାରେ ଅସୁବିଧା ହେବନି । 

3- ୩ମାସ ଲୋନ  ନଦେଲେ  ପଡିବନି ଆପଣଙ୍କୁ ଫାଇନ୍ ।  ବଡ  ଘୋଷଣା କଲେ RBI ଗଭର୍ଣ୍ଣ ର ଶଶୀକାନ୍ତ ଦାସ ।  

4- ଏହା ଦ୍ଵାରା ୩.୭୪ ଲକ୍ଷ  ଲୋକଙ୍କର ଉପକାର ହେବ ।  ବ୍ୟାଙ୍କରେ  ଲୋକଙ୍କ  ଟଙ୍କା ସୁରକ୍ଷିତ ରହିଛି ।

5- କରୋନା ମହାମାରୀ  ୬୭ଲୋକ ଆରୋଗ୍ୟ  ହୋଇଛନ୍ତି ।

6- ଦେଶରେ  କରୋନାରେ  ମୃତ୍ୟୁ ସଂଖ୍ୟା ୧୭ରେ  ପହଞ୍ଚିଲା ।

7- - ସଂସ୍କୃତ ମହାବିଦ୍ୟାଳରେ  ଛାତ୍ର ଛାତ୍ରୀ ମାନେ  ବି.ଡି ପରୀକ୍ଷା  ଦେବା  ପାଇଁ   ଯାଇଥିଲେ ଅନ୍ୟ ରାଜ୍ୟକୁ  କିନ୍ତୁ  କରୋନା ପାଇଁ  ଭାରତ ସରକାରଙ୍କ ନିର୍ଦେଶ କ୍ରମେ ୨୧ ଲକ୍ ଡାଉନ ଫଳରେ ସେମାନେ  ଫସିରହିଛନ୍ତି ଅନ୍ୟ ରାଜ୍ୟ ରେ ।ତାଙ୍କ ପାଖରେ  ଟଙ୍କା  ପଇସା  ସରିଯାଇଛି  ସେମାନେ ଓଡିଶା ଫେରିଆସିବା  ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । 

8- ବାଚସ୍ପତି ଙ୍କ  ନିର୍ଦେଶ ଅନୁସାରେ ସବୁ ବିଧାୟକ ମାନେ   ୨ମିଟର ବ୍ୟବଧାନ   ରେ  ବସିବେ  । ଲୋକସଭା ଭବନରେ ବସିବ ବିଧାନସଭା କନଭେସନ ହଲରେ ଚାଲିବ ବିଧାନସଭା । ଦଳ ଗୁଡିକ ନିଜର  ୩୦% ବିଧାୟକଙ୍କୁ  ଆଣିବା ପାଇଁ  ପରାମର୍ଶ  ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

9-  ଲକ  ଡାଉନ ଫଳରେ  ବେଶି ପ୍ରଭାବିତ  ପଶୁ ପକ୍ଷୀ  ଏମାନଙ୍କ କଥା କିଏ  ବୁଝିବ  ସରକାର ନାଁ   ସ୍ଥାନୀୟ ପ୍ରଶାସନ !

10- ୩୦ମାର୍ଚ୍ଚ  ରେ  ଆସିବ ବ୍ୟୟ ମଞୁରି ବିଲ୍ । 

11- ରାଜ୍ୟର  ତୃତୀୟ  କରୋନା  ପଜୋଟିଭ୍ ବ୍ୟକ୍ତି ଜଣଙ୍କ  ମାର୍ଚ୍ଚ୭ରେ ଦିଲ୍ଲୀରେ ରହିଥିଲେ ପରେ ତାଙ୍କ   ସ୍ପଶ ରେ  କଣେ ବିଧାନସଭାର  ଜଣେ କର୍ମଚାରୀ  ଆସିଛନ୍ତି । ସେଥିପାଇଁ  ବିଧାନସଭାରେ  କୋଠାରେ  ବିଧାନସଭା ନକରାଇ  କନଭେସନ ହଲରେ କରାଜିବ । ସାଥିରେ ନିଜ ପତ୍ନୀ  ଝିଅ  ଡ୍ରାଇଭର ବି ଆସିଥିଲେ । ତାଙ୍କ ବୟସ ୬୦ ବଷ ହେବ  ୨୩ତାରିଖ  କର କ୍ଲିନିକ୍ icu ରେ  ଭର୍ତ୍ତି ହୋଇଥିଲା ।   ୨୪ତାରିଖ ଦିନ କର କ୍ଲିନିକ୍ ରେ ଡିସଚାର୍ଜ  ହୋଇଥିଲେ ପରେ ତାଙ୍କୁ  ୨୫ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲ କୁ  ନିଆଯାଇଥିଲା   ପରେ  ତାଙ୍କ  ରକ୍ତ ପରୀଛା ପାଇଁ  ପଠାଯାଇଥିଲା  ପରେ  ପଜୋଟିଭ୍ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢା ଇ ଦେଇଛି ।

12-  ରାସ୍ତାରେ  କୌଣସି  ବିଧାୟକଙ୍କୁ  ନଅଟକାଇବେ  ସେଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ  ପରାମର୍ଶ ଦିଆଯାଇଛି ।

13- ଭୁବନେଶ୍ଵର  କର କ୍ଲିନିକ୍ କୁ  ନଜିବାକୁ  ପରାମର୍ଶ  ଦିଅଯାଇଛି ।

14- ୬୪୦ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସା  ଚାଲିଛି ।

15- ମହାରାଷ୍ଟ୍ର ରେ  ସବୁଠାରୁ  କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା  ୧୩୦ !

16- ଏବେ ବର୍ତ୍ତମାନ ଆମେରିକା ରେ  ସବୁଠାରୁ  ଅଧିକ  ୧୨୦୦ଟପିଲା !

17- ରାଜନଗର ଅଞ୍ଚଳର ବହୁତ ଜଣ  ଭୁବନେଶ୍ଵର ଥିଲେ  ସେମାନେ  ଗାଁକୁ  ଫେରିଛନ୍ତି । ଯାହା ବାରଦିଆ ଗ୍ରାମର  କିଛି ପିଲା  ଦିଲ୍ଲୀରେ ଥିଲେ  ତାପରେ ଭୁବନେଶ୍ଵର ୨ରୁ ୩ଜଣ ପିଲା ଫେରିଛନ୍ତି  ତାଙ୍କୁ ପଚରାପଚରି କଲେ ଭଲ ହେବ ବୋଲି  ସୋସିୟାଲ ନିୟୁଜ ଆଶା ପ୍ରକାଶ କରେ । 

Post a Comment

0 Comments