Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍: ଭାରତୀୟ ଫୁଟବଲ୍ ସଂଘରେ ଅଯଥା ବାହ୍ୟ ହସ୍ତକ୍ଷେପ ମହଙ୍ଗା ସାବ୍ୟସ୍ତ ହୋଇଛି - ସଂଘରେ ଅନିୟମିତତା ନିୟମ ଉଲଙ୍ଘନ କାରଣ ଦର୍ଶାଇ ଭାରତକୁ ସଂଘରୁ ବାସନ୍ଦ କରିଛି ଫୁଟବଲ୍ ବୋର୍ଡ ।

 


18/August/2022


📌


BY: SRINIBASH ROUT

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବନି ମହିଳା ଫୁଟବଲ୍ ବିଶ୍ବକପ୍। ସର୍ବଭାରତୀୟ ଫୁଟବଲ ମହସଂଘକୁ (AIFF) ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ ସଂଘ (FIFA) ।ଫଳରେ ଚଳିତବର୍ଷ ଶେଷ ଭାଗରେ ଅକ୍ଟୋବର ୧୧ ରୁ ୩୦ ମଧ୍ୟରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପର ଆୟୋଜନ ମଧ୍ୟ ଭାରତ କରିପାରିବ ନାହିଁ ।ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଏହି ମେଗା ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ଏକ ଭେନ୍ୟୁ ଥିଲା ।ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ କାରଣରୁ ସସ୍ପେଣ୍ଡ କଲା ଫିଫା ।ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ନିୟମ ଉଲ୍ଲଙ୍ଘନ ଅଭିଯୋଗ ।



https://socialnewsodiaofficial.blogspot.com

Post a Comment

0 Comments