( ସାବାଡ୍ ହେବେ ଅସାମାଜିକ, ଚୋର, ଡକାୟତ ରୋଡ଼ ରୋମିଓ ଅପରାଧିମାନେ )

17/03/2021


କଟକ/ଭୁବନେଶ୍ୱର📌


Chief Reporter & Editor/- Srinibash Rout

ଲୁଟେରା, ରୋଡ଼ ରୋମିଓ,  ରାସ୍ତାରେ କି ଆପଣଙ୍କୁ ଫୋନ୍ କରି ହଇରାଣ ହରକତ୍ କରୁଛନ୍ତି କି ? ଆଉ ଡରିବାର ନାହିଁ । କମିଶନରେଟ ପୁଲିସ୍‌ ପକ୍ଷରୁ ସହାୟତା ନମ୍ବର ଜାରି ହେଲା  (ନମ୍ବର-୭୪୪୦୦୦୬୭୦୯  ) ।ଏହି ନମ୍ବର ମାଧ୍ୟମରେ ଆପଣ ଯେକୈଣସି ସମୟରେ ଲୁଟେରା ରୋଡ଼ ରୋମିଓ ଓ ଅସାମାଜିକ ମାନଙ୍କ ଶିକାର ହେଉଛନ୍ତି ତାହେଲେ ଏହି ନଂ ମାଧ୍ୟମରେ  ଜଣାଇ ପାରିବେ ଅଭିଯୋଗ। ତୁରନ୍ତ ଆପଣଙ୍କ ପାଖରେ ଥିବା ମୋବାଇଲ୍ ରେ ହେଉ କିମ୍ବା ଆପଣଙ୍କ ପାଖ ଆଖରେ ଥିବା ଯେକୌଣସି ଲୋକଙ୍କ ମୋବାଇଲ ନମ୍ବର ମାଧ୍ୟମରେ ସମସ୍ତ ଅଭିଯୋଗ ଜଣାଇପାରିବେ । ଏହି ସମସ୍ତ ଅଭିଯୋଗକୁ କମିଶନରେଟ୍ ପୋଲିସ୍ ଦୃଢ଼ତାର ସହିତ ନେବ ଏବଂ କାଳ ବିଳମ୍ବ ନକରି ଆପଣଙ୍କୁ ସାହାଯ୍ୟ ସହଯୋଗ କରିବ । 


ସୂଚନା ଅନୁଯାୟୀ; 

ରାଜଧାନୀ ଭୁବନେଶ୍ବରରେ ବଢିଚାଲିଥିବା ଲୁଟ୍‌ତରାଜ ଓ ରୋଡ୍‌ ରୋମିଓଙ୍କ ଉତ୍ପାତ ରୋକିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ହ୍ୱାଟ୍ସଆପ ନମ୍ବର ଜାରି କରାଯାଇଛି।



www. socialnewsodia.info