Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ବିଧାନସଭା ବୈଠକରେ ହେଲେ ସାମିଲ ।



ତାରିଖ/- ୩୦-୦୯-୨୦୨୦


Editor by/- Srinibash Rout


୨୯ ସେପ୍ଟେମ୍ବର କୋବିଡ କଟକଣାକୁ ନେଇ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ବିଧାନସଭା ବୈଠକରେ ସାମିଲ ହୋଇଛନ୍ତି । ଭିଡିଓ କନଫ୍ରେନ୍ସିଂ ଜରିଆରେ ଶୋକପ୍ରସ୍ତାବ ଆଗତ କରିଥିଲେ   ।


ସେହିପରି ଉଷା ଦେବୀ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶୀ ବେହେରା, ନିତ୍ୟାନନ୍ଦ ସାହୁ, ସାବିତ୍ରୀ ଅଗ୍ରୱାଲ ଲୋକସେବା ଭବନରେ ଥାଇ ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ ।


ଭଦ୍ରକରେ ବିଷ୍ଣୁ ସେଠୀ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ ରହି ଅଧିବେଶନରେ ସାମିଲ ହେଲେ ।



www.socialnewsodia.info

Post a Comment

0 Comments