05/01/2021
କଟକ 📍
Chief Reporte & Editor/- Srinibash Rout
ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଯେଉଁଭଳି ଅମାନୁଷିକ ଭାବରେ ଆକ୍ରମଣ କରି ହତ୍ୟା କରାଗଲା ତାହାକୁ କଡ଼ା ନିନ୍ଦା କରିବା ସହିତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଦୃଢତାର ସହ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଛନ୍ତି।
କିନ୍ତୁ ବିଜେପିର କିଛି ସ୍ଥାନୀୟ ତଥା ରାଜ୍ୟସ୍ତରୀୟ ନେତା ଓ ନେତ୍ରୀ ମାନେ ପୋଲିସର ତଦନ୍ତକୁ ଖାତିର ନକରି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଅଯଥାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଂପୃକ୍ତ କରି ଯେଭଳି ହୀନ ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ଜ୍ୟା ଜନକ ଓ ହାସ୍ୟାସ୍ପଦ। ସେମାନେ ମାନ୍ୟବର ମନ୍ତ୍ରୀଙ୍କର ଲୋକପ୍ରିୟତାକୁ ସହ୍ୟ ନକରିପାରି ଯେଉଁ ଭଳି ହୀନ ରାଜନୀତି ମାଧ୍ୟମରେ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ଭଗବାନ କେବେ ବି ତାଙ୍କୁ କ୍ଷମା କରିବେ ନାହିଁ।
0 Comments