Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସୁପ୍ରିମକୋର୍ଟରେ ପଶିଲା କରୋନା; ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ କରୋନା ପ୍ରବେଶ କରିଛି ସୁପ୍ରିମକୋର୍ଟର ୪ ଜଣ ବିଚାରପତି କରୋନା ପଜିିଟିଭ୍ ଚିହ୍ନଟ ।
କୋରୋନ ପଜିଟିଭ୍ ହେଲେ ବ୍ରହ୍ମପୁର ଏସପି, ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପରୀକ୍ଷା କରାଇବା ପାଇଁ ଦେଲେ ପରାମର୍ଶ ।
ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକାଙ୍କ ପ୍ରୋତ୍ସାହନ ରାଶି ବଢ଼ିଲା; ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କଲେ- ଅଙ୍ଗନଓ୍ବାଡ଼ି କର୍ମୀ ସେବା ନିବୃତ ବେଳେ ୨୦ହଜାର ଟଙ୍କା ବଦଳରେ ଏକକାଳୀନ ପ୍ରୋତ୍ସାହନ ରାଶି ୪୦ ହଜାର ଟଙ୍କା ପାଇବେ ।
ଆସିଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା; ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ, ଏଥିସହ ଅନୁସୂଚିତ ଜାତି/ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଛି- କେବଳ ନିର୍ବାଚନ ତାରିଖ ଘୋଷଣା କରାଯିବା ବାକି ରହିଛି ।
ଶବଦାହ ଉପରେ କଟକଣା; କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହେଲା ଆସନ୍ତା ସୋମବାର ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ।