Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
୧୦ ବିଚାରପତି କରୋନା ପଜିଟିଭ୍; ସୁପ୍ରିମକୋର୍ଟର ୧୦ ବିଚାରପତି କରୋନା ପଜିିଟିଭ୍ ଚିହ୍ନଟ, ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟର ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇ ସାରିଛନ୍ତି।
ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା; ସର୍ଭିସ୍ ରାଇଫଲରୁ ଗୁଳି ଚଳାଇ କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା- ମୃତ ଯବାନଜଣଙ୍କ ହେଲେ ରାମ ପ୍ରସାଦ ।
ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ; ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ଏନେଇ ରାଜ୍ୟରେ ଅବାଧ ନିଶା କାରବାର ରୋକିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ- ମୁଖ୍ୟ ଶାଶନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଗଠନ କରାଯାଇଛି ।
ସହରରୁ ପୁଣି ଠାବ ହେଲା ସେକ୍ସ୍ ରାକେଟ; ଓୟୋ ହୋଟେଲରେ ଚାଲୁଥିଲା ଦେହ ବେପାର,ଗ୍ରାହକ ଓ ଦେହଜୀବୀ ଙ୍କୁ ଅସଂଜତ ଅବସ୍ଥାରେ ଧରିଲା ପୋଲିସ- Cuttack ମର୍କତ ନଗର ଥାନା ପଛ ପଟେ ଥିବା ଓୟୋ ହୋଟେଲରେ ଚାଲିଥିଲା ରାକେଟ ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା; ଚଳିତ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ନିର୍ବାଚନ ଅଧିକାରୀ- ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା ।