Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପିସିସି ସଭାପତି କରୋନା ପଜିଟିଭ୍; ଓଡିଶା କଂଗ୍ରେସ କମିଟି ସଭାପତି (ପିସିସି) ନିରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ୍ ଚିହ୍ନଟ- ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପରୀକ୍ଷା କରିବା ସହିତ ଆଇସୋଲେଶନରେ ରହିବାକୁ ଅନୁରୋଧ।
୨୮ ଫୁଟ୍ ଉଚ୍ଚ ହଲୋଗ୍ରାମ୍‌ ପ୍ରତିମୂର୍ତ୍ତି ଲୋକାର୍ପିତ; ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ୍ ଉଚ୍ଚ ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତି କଲେ ଲୋକାର୍ପିତ ।
ଗୋଷ୍ଠୀ ସଂକ୍ରମଣ ସମ୍ଭାବନା; ସତର୍କ ନରହିଲେ ଓଡ଼ିଶାରେ ମଧ୍ୟ ବ୍ୟାପିବ ଓମିକ୍ରନ୍ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା-ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା ଅଧିକ ଚେତାଇଲା ସ୍ୱାସ୍ଥ୍ୟ ବିଭାଗ ।
ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ; ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ- ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ,କରୋନା ସଂକ୍ରମଣ ତଳମୁହାଁ ହେଉଛି ।
ସରପଞ୍ଚ ହେବାପାଇଁ କ'ଣ ଯୋଗ୍ୟତା ଦରକାର ? ସରପଞ୍ଚଙ୍କ ଦରମା କେତେ ? ଜାଣନ୍ତୁ କ'ଣ ରହିଛି ନିୟମ - ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ