Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ରେଳ ଷ୍ଟେସନ ନିକଟରେ ଆକ୍ରମଣ ଘଟଣାରେ ୪ ଗିରଫ; ଖବର ଅନୁସାରେ ବିଳମ୍ବିତ ରାତିରେ ପ୍ରଭାତ ପିକେ ତାଙ୍କର ଦୁଇଜଣ ସାଙ୍ଗ ରେଲୱେ ଷ୍ଟେସନକୁ ଯାଉଥିବା ସମୟରେ ୪ଜଣ ଯୁବକ ତାଙ୍କୁ ଅଟକାଇ ଏବଂ ନାମ ପଚାରିଥିଲେ ଓ ମାରିଥିଲେ ।
 ସ୍ବେଚ୍ଛାସେବୀ ଓ ପିଓ ସମ୍ମାନୀତ; କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ପ୍ରମୁଖଙ୍କ ସହ ବିଶ୍ଵ ବିଦ୍ୟାଳୟର ଏନ.ଏସ.ଏସ ବ୍ୟୁରୋର ଅଧିକାରୀ ଉପସ୍ଥିତ ରହିଥିଲେ - ଉତ୍ତମ ସ୍ବେଚ୍ଛାସେବୀ ଭାବେ ସେବା ନାୟକ ସମ୍ମାନରେ ସମ୍ମାନିତ କରାଯାଇଛି ।
 ଇ-ପେ ସଂଯୋଗ କାର୍ଯ୍ୟକ୍ରମ; ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିବିପିଏସ ଓ ଇ-ପେ ସଂଯୋଗ କାର୍ଯ୍ୟକ୍ରମ - ଭାରତ ବିଲ୍ ପେମେଣ୍ଟ ସିଷ୍ଟମ, ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଯୋଜନା ଅଟେ, ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ ।
ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର - ଟାଟା ପାୱାର କାର୍ଯ୍ୟାଳୟ ନିକଟରେ ଧାରଣା ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଚେତାବନୀ ।
ତହସିଲ୍ କାର୍ଯ୍ୟାଳୟ ଓ JMFC କୋର୍ଟ ନିର୍ମାଣ ଦାବି, ରାଜ୍ୟ ସରକାରଙ୍କ ଆଦେଶକୁ ଉଲ୍ଲଙ୍ଘନ ଅଭିଯୋଗ; ବ୍ଲକ୍ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ତହସିଲ୍ କାର୍ଯ୍ୟାଳୟ ନିର୍ମାଣ କରାଯାଇନାହିଁ ।