Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
Showing posts from 2022Show all
ବାଟିପଡା ଗ୍ରାମର ଅଗ୍ନିବିପନ୍ନ ପରିବାରକୁ ଭେଟିଲେ ରାଜନଗରର ପୂର୍ବତ୍ତନ ବିଧାୟକ
ଵିଦ୍ୟୁତ୍ ତାର ଛିଣ୍ଡି  ପୋଡିଗଲା ଘର ଅଳ୍ପକେ ଵର୍ତ୍ତିଲେ ସରସ୍ବତୀ:
ବ୍ଲକ ସାମ୍ବାଦିକ ସଂଘ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ରାଜନଗର ପୁଲିସିକୁ ମିଳିଛି ଏକ ବଡ଼ ସଫଳତା  ଅନେକ ଚୋରାସାମଗ୍ରୀ ଜବତସହ ପାଞ୍ଚ ଅଭିଯୁକ୍ତ ଗିରଫ.
ବାହାକୁଟ ଗ୍ରାମର ୨୪ବର୍ଷୀୟ ଯୁବକଙ୍କ ଝୁଲନ୍ତାମୃତ୍ୟୁ ଦେହ ରାଜନଗର ଏହି ସ୍ଥାନରେ ଠାବ ହୋଇଛି
 ଅର୍ଗସ ଚ୍ୟାନେଲର କେନ୍ଦ୍ରାପଡା ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ରାଜନଗର ଥାନାରେ ଏକ ଲିଖିତଦାବିପତ୍ର ପ୍ରଦାନ କଲେ ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା
ଆସୁଛି ବାତ୍ୟା SRC ଡାକିଲେ ଆଜି ଅପରାହ୍ନ ୪ଟାରେ ପ୍ରସ୍ତୁତି ବୈଠକ
ଜମି ରହୁଛି ଗାଁ ଦାଣ୍ଡରେ ପାଣି    ଅଭିଯୋଗ ପରେ ଫଳ ଶୂନ
ରାଜନଗରର ନୂତନ ବନଖଣ୍ଡ ଅଧିକାରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ  ବ୍ଲକ ସାମ୍ବାଦିକ ସଂଘ ରାଜନଗର  କର୍ମକର୍ତ୍ତା
ଓଡିଶା ସୂଚନା ଅଧିକାର ଅଭିଯାନ ଓସା କେନ୍ଦ୍ରାପଡା ତରଫରୁ ଆଲଚନା ଚକ୍ର ଆରମ୍ଭ
ରାସ୍ତାରେ ପଡି ବାଇକ ଚାଳକ ଗୁରତ୍ତର
ଜନ ସମ୍ଫର୍କ ପଦ ଯାତ୍ରା ସହ ପାଟ୍ଟନାଳି ନଦୀର ପୁନରଉଦ୍ଧାର କାର୍ଯ୍ୟର ଶୁଭଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜନଗର ବିଧାୟକ
ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଜନଗର ବିଧାୟକ ଧୃବ ସାହୁଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜିର ପଢନ୍ତୁ
ପଞ୍ଚାୟତର ଗେଟର ଲକର  ଭାଙ୍ଗିଲେ ଦୁର୍ବୁତ୍ତ  ଥାନାରେ ଏଫୟାର ଦେଲେ ସରପଞ୍ଚ
ଭେକ୍ଟା ନଦୀରୁ ଟାଣିନେଲା କୁମ୍ଭୀର
ଧରାପୃଷ୍ଠରୁ ବିଦାୟ ନେଲେ ଦୁର୍ଗତି ନାସିନି ମା ଦୁର୍ଗା  ..
ବିଭିନ୍ନ ଦୁର୍ଗାପୂଜା ଉତ୍ସବରେ ଯୋଗଦେଲେ ବିଧାୟକ
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆସିଲା ନୂଆ ନିୟମ; ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍ ଦେବାରୁ ବଞ୍ଚିତ ହେବେ ଜନସାଧାରଣ - ଚେକିଂବେଳେ ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ ।
ଭିଜିଲାନ୍ସ ଜାଲରେ ବିଡ଼ିଓ ବିନୋଦ କୁମାର ନାଏକ; ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ବାବଦକୁ ୧ ଲକ୍ଷ ୮୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ - ତେବେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ବିଡ଼ିଓ ।
ରେଳ ଷ୍ଟେସନ ନିକଟରେ ଆକ୍ରମଣ ଘଟଣାରେ ୪ ଗିରଫ; ଖବର ଅନୁସାରେ ବିଳମ୍ବିତ ରାତିରେ ପ୍ରଭାତ ପିକେ ତାଙ୍କର ଦୁଇଜଣ ସାଙ୍ଗ ରେଲୱେ ଷ୍ଟେସନକୁ ଯାଉଥିବା ସମୟରେ ୪ଜଣ ଯୁବକ ତାଙ୍କୁ ଅଟକାଇ ଏବଂ ନାମ ପଚାରିଥିଲେ ଓ ମାରିଥିଲେ ।
 ସ୍ବେଚ୍ଛାସେବୀ ଓ ପିଓ ସମ୍ମାନୀତ; କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ପ୍ରମୁଖଙ୍କ ସହ ବିଶ୍ଵ ବିଦ୍ୟାଳୟର ଏନ.ଏସ.ଏସ ବ୍ୟୁରୋର ଅଧିକାରୀ ଉପସ୍ଥିତ ରହିଥିଲେ - ଉତ୍ତମ ସ୍ବେଚ୍ଛାସେବୀ ଭାବେ ସେବା ନାୟକ ସମ୍ମାନରେ ସମ୍ମାନିତ କରାଯାଇଛି ।
 ଇ-ପେ ସଂଯୋଗ କାର୍ଯ୍ୟକ୍ରମ; ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିବିପିଏସ ଓ ଇ-ପେ ସଂଯୋଗ କାର୍ଯ୍ୟକ୍ରମ - ଭାରତ ବିଲ୍ ପେମେଣ୍ଟ ସିଷ୍ଟମ, ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଯୋଜନା ଅଟେ, ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ ।
ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର - ଟାଟା ପାୱାର କାର୍ଯ୍ୟାଳୟ ନିକଟରେ ଧାରଣା ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଚେତାବନୀ ।
ତହସିଲ୍ କାର୍ଯ୍ୟାଳୟ ଓ JMFC କୋର୍ଟ ନିର୍ମାଣ ଦାବି, ରାଜ୍ୟ ସରକାରଙ୍କ ଆଦେଶକୁ ଉଲ୍ଲଙ୍ଘନ ଅଭିଯୋଗ; ବ୍ଲକ୍ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ତହସିଲ୍ କାର୍ଯ୍ୟାଳୟ ନିର୍ମାଣ କରାଯାଇନାହିଁ ।
ଜିଲ୍ଲାପାଳ ଓ ଏସ୍.ପିଙ୍କ ଯୁଗ୍ମ ଜନଶୁଣାଣି; ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ - ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ ।
ଭଗତ ସିଂଙ୍କ ଜନ୍ମତିଥିରେ ମାନସ ସାହୁଙ୍କ ବାଲୁକା କଳା; ଏହି ଆର୍ଟକୁ ”A Tribute to Saheed Bhagat Singh “ର ବାର୍ତ୍ତା ଦେଇଛନ୍ତି, ମାନସ - ତତ୍ ସହିତ ସହିଦ୍ ଭଗତ ସିଂ ନିଜ ଜୀବନକୁ ପାଣି ଛଡ଼ାଇ ଦେଶ ମାତୃକା ପାଇଁ ଲଢ଼ିଥିଲେ ।
ରାଜ୍ୟରେ ୨୯ରୁ ପୁଣି ଆରମ୍ଭ ହେବ ବର୍ଷା; ସମୁଦ୍ର ପତ୍ତନଠାରୁ ୧.୫ରୁ ୪.୫ କି.ମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ - ତେବେ ୨୯ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହୋଇଯିବ ।
ଅଷ୍ଟମୀରେ ଆମିଷ ଭୋଗ, ପାଣିକଖାରୁ ବଳି; ଏ ବର୍ଷ ଶାରଦୀୟ ଦୁର୍ଗାପୂଜାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଭସାଣି ଉତ୍ସବକୁ ମଧ୍ୟ ଅଧିକ ଆକର୍ଷଣୀୟ କରାଯିବ - ଅଷ୍ଟମୀରେ ଆମିଷ ଭୋଗ ହେଉଥିବା ବେଳେ ପାଣିକଖାରୁ ବଳି ଦିଆଯାଏ, କପାଳୀ ଠାକୁରାଣୀ ।
ସଫେଇ କର୍ମଚାରୀ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ; ମୃତ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅନୁମାନ କରାଯାଉଛି - ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ତଦନ୍ତ ଜାରି ରଖିଛି ।